Webportal
Browsing Category

National

ବିଜେପି ବନ୍ଧୁଙ୍କ ସହ କଥାହେବା ପରେ ନମ୍ବର ବନ୍ଦ:କଲ ସ୍ୱଭାଭିକ କରିଦିଅ; କହିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ…

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ ।ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନକୁ କୌଣସି କଲ୍ ଆସୁନି କି କାହା ପାଖକୁ କଲ୍ ଯାଉନି । ଏନେଇ ସେ ସୋମବାର ଟ୍ବିଟ୍ କରି ଏହା ଜଣାଇଛନ୍ତି । ଏଥିପାଇଁ ମାର୍ଗରେଟ ଅଲଭା ଏମଟିଏନଏଲ(MTNL)କୁ…
Read More...

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ରୁ ପୁରଣ ହୋଇଛି କେଵଳ ୩୭୫ ପଦବୀ : ଧର୍ମେନ୍ଦ୍ର ପ୍ରଧାନ

ସେପ୍ଟେମ୍ବର ୨୦୨୧ରୁ ଆଜି ଯାଏ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ପଦବୀରୁ ପୁରଣ ହୋଇଛି ୩୭୫ ପଦବୀ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ଦେଶରେ ଥିବା ୪୫ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ମୋଟ ୬୫୪୯ ଟି ପଦବୀ ଖାଲି…
Read More...

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ଦୌପତି ମୁର୍ମୁ

ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପାର୍ଲାମେଣ୍ଟ୍‌ର ‌ସେଣ୍ଟ୍ରାଲ୍‌ ହଲ୍‌ରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ଦେଶର ମହାନ୍‌ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଙ୍‌କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଉଦ୍ଧୃତ…
Read More...

ଆମକୁ ପଛରୁ ଛୁରି ମାରିଲେ; ତେଣୁ ଉଦ୍ଧବଙ୍କ ପତନ ହେଲା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି କହିଛନ୍ତି ଯେ ବିଜେପିକୁ ଉଦ୍ଧବ ଠାକ୍‌ରେ ପଛରୁ ଛୁରି ମାରି କଂଗ୍ରେସ-ଏନ୍‌ସିପି ସହ ହାତ ମିଳାଇଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ହିଁ ଏମ୍‌ଭିଏ ସରକାରର ପତନ ହେଲା ଏବଂ ଉଦ୍ଧବଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗଲା ବୋଲି ଫଡ଼ନାଭିସ ଆଜି…
Read More...

ଭାରତରେ ପଢ଼ିବାକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଆବେଦନ

ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଜୀବନ ନେଇ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରମାନେ ଜୀବନ ତ ପାଇଲେ କିନ୍ତୁ ଯେଉଁ କ୍ୟାରିୟର ଗଢ଼ିବାକୁ ସେମାନେ ବିଦେଶ ଯାଇଥିଲେ ତାହା ଅଧା ବାଟରେ ଅଟକିଯାଇଛି। ଏଥିରେ ଅନେକ ଛାତ୍ର ମାନସିକ ଦୁଶ୍ଚିନ୍ତା ଓ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହା…
Read More...

ଦେଶରେ ଏବର୍ଷ ୭୪ ବାଘ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଏବଂ ମହାରାଷ୍ଟ୍ରରେ ୧୫

ବାଘଙ୍କ ରାଜ୍ୟ ଭାବେ ଜଣାଶୁଣା ମଧ୍ୟପ୍ରଦେଶରେ ହୋଇଛି ସର୍ବାଧିକ ବାଘ ମୃତ୍ୟୁ। ଜୁଲାଇ ୧୫ ସୁଦ୍ଧା ୨୦୨୨ରେ ଦେଶରେ ମୋଟ ୭୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର…
Read More...

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି : ମେହେବୁବା ମୁଫତି

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।ସେ ଟୁଇଟ୍‌ କରି କହିଛନ୍ତି,…
Read More...

ସଙ୍କଟରେ କଂଗ୍ରେସ୍ ସରକାର: ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ପାଳି?

ଛତିଶଗଡରେ ରାଜନୈତିକ ସଙ୍କଟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଛତିଶଗଡ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଛି । ଦଳର ଏହି ଆଭ୍ୟନ୍ତରୀଣ ବିବାଦ ଦିଲ୍ଲୀରେ ପହଞ୍ଚିଛି ଓ ଉଭୟ ନେତା ଦଳର କେନ୍ଦ୍ରୀୟ…
Read More...

କଂଗ୍ରେସ ଉପରେ ପାଲଟା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

ସ୍ମୃତି ଇରାନୀ କଂଗ୍ରେସ ଦ୍ବାରା ତାଙ୍କ ଝିଅ ଉପରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମୋ ଝିଅ ବାର୍ ଚଲାଏନି । ସେ କହିଛନ୍ତି କି କଂଗ୍ରେସ ତାଙ୍କ ଝିଅର ଚରିତ୍ର ସଂହାର କରୁଛି ।…
Read More...

ଗୋଆରେ ମୃତ ବ୍ୟକ୍ତିଙ୍କ ନାମରେ ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନିଙ୍କ ଝିଅ

ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି  ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର ଗୋଆର ଆସାଗାଓରେ ଏକ…
Read More...