Webportal
Browsing Category

Current

ମର୍ମନ୍ତୁତ ଦୁର୍ଘଟଣା; ଜଣେ ମୃତ ଦୁଇ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଜଗନ୍ନାଥପୁର ଅଞ୍ଚଳରୁ ତିନି ଜଣ ଯୁବକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥଲେ । ତେବେ ମଧୁପୁର ନିକଟରେ ଏକ ଟ୍ରକ ଛିଡା ହୋଇଥିବା ବେଳେ…
Read More...

ବ୍ରାହ୍ମଣୀ ପବ୍ଲିକ ସ୍କୁଲର ୨୧ତମ ବାର୍ଷିକ କ୍ରୀଡା ସମାରୋହ ର ଉଦଯାପିତ ଦିବସ ଅନୁଷ୍ଠତ

ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦ ସ୍ତିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆଜି ୨୧ତମ ବାର୍ଷିକ କ୍ରୀଡା ସମାରୋହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ, ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ,…
Read More...

ଗଡ ବୁଢ଼ାପଙ୍କ ରେଳ ଷ୍ଟେସନ କୁ ରାସ୍ତା ର ଶିଳାନ୍ୟାସ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରୁ ୧୪୯ନଂ ଜାତୀୟ ରାଜପଥ ସଂଯୋଗୀକରଣ ରାସ୍ତାର ଉନ୍ନତିକରଣ ଓ ରେଳ ଷ୍ଟେସନ କୁ ସଂଯୋଗୀକରଣ ନିମନ୍ତେ ନୂତନ ରାସ୍ତା ର ଶିଳାନ୍ୟାସ ହୋଇଯାଇଛି । ଏହି ରାସ୍ତା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ…
Read More...

ବିଶାଳକାୟ ଅଜଗର ଉଦ୍ଧାର

ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ଶଙ୍ଖପୁର ଅଞ୍ଚଳରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲେ । ସେମାନେ…
Read More...

ସ୍ଥାୟୀ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ

ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ସରୋଜ ଦାଶଙ୍କ ସଭାପତିତ୍ବରେ, ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ ମାନଙ୍କୁ ନେଇ…
Read More...

ଚତୁର୍ଥ କପିଳାସ ମହୋତ୍ସବରେ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ ହେଲେ କଳିଙ୍ଗ ଟିଭିର ବରିଷ୍ଠ ସାମ୍ବାଦିକ ମାନସ…

ଢେଙ୍କାନାଳର ଗୋପବନ୍ଧୁ ଟାଉନ ହଲ ଠାରେ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଉତ୍ସବ ରେ ଅନୁଗୋଳ କଳିଙ୍ଗ ଟିଭିର ସିନିୟର ରିପୋର୍ଟର ମାନସ ମିଶ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ । ଢେଙ୍କାନାଳ ର ସାଂସ୍କୃତିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସ ପକ୍ଷରୁ ଆୟୋଜିତ…
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧର୍ମେନ୍ଦ୍ର…

ଅନୁଗୁଳ ସହରର ସଭାଘରଠାରେ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମାତୃଭାଷାରେ…
Read More...

ଦାବି ପୂରଣ ପାଇଁ ଆନ୍ଦୋଳନ; ୧୭ ଗିରଫ

ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଏକ ଟ୍ରେନ୍ ଅଟକାଇଥିବା ବେଳେ ପୁଲିସ ୧୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ଗ୍ରାମବାସୀ…
Read More...

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ଜାତୀୟ ପ୍ରେସ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତା ଦିଗରେ ବିଚାରବିମର୍ଶ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା…
Read More...

ଓଡ଼ିଶା ହିନ୍ଦୁ ପ୍ରଜା ସମିତିର ପ୍ରଶ୍ନ; ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ ମିଳିଲା…

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାଠାରେ ଓଡିଶା ହିନ୍ଦୁ ପ୍ରଜା ସମିତି ଆନୁକୁଲ୍ୟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ହିନ୍ଦୁ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ଉପସ୍ଥିତ ହୋଇ ଆଜି ଭାରତରେ ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ…
Read More...