Webportal
Browsing Category

Current

ଭୁବନେଶ୍ବରରେ ମଶା ମାରିବା ପାଇଁ ନିୟୋଜିତ ହେବ ଡ୍ରୋନ

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ମଶା ମାନଙ୍କର ବଂଶ ବଢ଼ିବାରେ ଲାଗିଛି । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ମଶା ମାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରୁଛନ୍ତି । ତେବେ ଏହି ମଶା ମାରିବା କାମରେ ବର୍ତ୍ତମାନ ଡ୍ରୋନ…
Read More...

ଆରମ୍ଭ ଦକ୍ଷିଣ ଓଡ଼ିଶାରୁ; ଏବେ ଅନୁଗୁଳରେ: ସ୍ବାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତରେ ସାମନ୍ତ ସାହିର ଦିଗାମ୍ବର ବାରିକ ଙ୍କ ପୁଅ ମାନସ ବାରିକ ଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ (୨୨) ଧାରଣା ରେ ବସିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ସେ ଜୋସ୍ନା ସାହୁ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେଏବଂ କୋର୍ଟ ରେ ବିବାହ…
Read More...

ଅନୁଗୁଳରେ ପ୍ରଶାସନ ଓ ଗଣମାଧ୍ୟମ କ୍ରିକେଟ; ଜାଣିନାହାନ୍ତି ଗଣମାଧ୍ୟମ: ପ୍ରଶାସନ ହିନ ରାଜନୀତିର ଶିକାର ଆଶଙ୍କା

ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ  ଅନୁଗୁଳ ର ଅନେକ ଗଣମାଧ୍ୟମ ପ୍ରତିନିଧି ନ ଜାଣିଥିବା ସତ୍ତ୍ୱେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ…
Read More...

ପୁନର୍ବାର ଚଢ଼ାଉ ଓ ଜୋରିମାନାରେ କାମ ଶେଷ; ଭବିଷ୍ୟତରେ ଖାଦ୍ୟର ମାନର ଗ୍ୟାରେଣ୍ଟି କଣ?

ଆଜି ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ନାଲକୋ ଅଞ୍ଚଳରେ ବିଭିନ୍ନ ଦୋକାନ ରେ ଜୋରଜାର ଚଢାଉ କରିଛନ୍ତି। ସୂଚନା ମୁତାବକ କୁଲାଡ଼ ଅଞ୍ଚଳରେ ଥିବା ଗୌରୀ ହୋଟେଲ ରେ ଆଜି ପୂର୍ବାହ୍ନରେ ରେ ଚଢାଉ ହୋଇଥିଲା। ଖାଦ୍ୟର ମାନ ନିମ୍ନ ଧରଣର ତା ସହ ତେଲ…
Read More...

କେମିତି କରିହେବ କପି ସେଥିରେ ମୁଁ ପିଏଚଡି ହାସଲ କରିଛି ; ଛାତ୍ରଙ୍କୁ ଏଭଳି କିଛି କହିଲେ ମନ୍ତ୍ରୀ

କର୍ଣ୍ଣାଟକ ମନ୍ତ୍ରୀ ଶ୍ରୀରାମୁଲୁ ବେଲାରୀରେ ଛାତ୍ରମାନଙ୍କ ସହ ଭାବବିନିମୟବେଳେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ସେ କପି ବା ନକଲ କରିବାକୁ ପ୍ରଶଂସା କରିଥିବାବେଳେ ନିଜ ସହ ଜଡିତ ଏକ ଗୁମର ବାବଦରେ କହିଛନ୍ତି | ସେ ଛାତ୍ରମାନଙ୍କୁ କହିଥିଲେ ଯେ ମୁଁ…
Read More...

ଫୁଟବଲ କପ ଆରମ୍ଭ

ଅନୁଗୋଳ ପୌରପାଳିକା ଅନ୍ତର୍ଗତ ହେମସୁରପଡା ଶିବା ପଡିଆ ଠାରେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଦ୍ୱାରା ଆୟୋଜିତ ୧୧ ତମ ଫୁଟବଲ କପ – ୨୦୨୨ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଫୁଟବଲ କପ ଉଦଘାଟନ କରିଥିଲେ।…
Read More...

ତାଳଚେର ମେଡିକାଲ କଲେଜରେ ରୋଗୀସେବା ଜାନୁଆରୀ ସୁଦ୍ଧା ଆରମ୍ଭ ହେବାର ବଢିଲା ଆଶା ; ମନ୍ତ୍ରୀଙ୍କ ମନ୍ତବ୍ୟ ପରେ…

ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ କାଲି ତାଳଚେର ମେଡିକାଲ କଲେଜର କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମେଡିକାଲ କଲେଜ ନେଇ ଆଲୋଚନା କରିଛନ୍ତି ।…
Read More...

କଣ୍ଟ ପରେ କଣ୍ଟ; ଏବେ କୁହାଗଲା୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ମେଡ଼ିକାଲ କଲେଜ

ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ଏକ ସ୍ପଷ୍ଟ ହୋଇଛି । ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତରରେ…
Read More...

ତାଳଚେର; ଲୋକଙ୍କ ନିଦ ହଜେଇଦେଇଛି ହୋଲ୍ଡିଂଟ୍ୟାକ୍ସ୍ 

ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ପ୍ରାୟ ୧୦ଗୁଣା ବଢିସାରିଛି ହୋଲ୍ଡିଂ ଟ୍ୟାକ୍ସ । ଅଭିଯୋଗ ହେଉଛି ଯେ, ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମୁନିସିପାଲ ଆକ୍ଟକୁ ଖିଲାପ କରୁଛି ତାଳଚେର…
Read More...