ପରିବାରର ୪ଜଣଙ୍କୁ ହତ୍ୟା କଲେ ଡାକ୍ତରୀ ଛାତ୍ର
କେରଳର ତିରୁବନନ୍ତପୁରମ ନନ୍ଥନକୋଡ ଅଞ୍ଚଳରେ ରହୁଥିଲେ ରିଟାୟର୍ଡ ପ୍ରଫେସର ଏ ରାଜା ଥଙ୍କମ । ପତ୍ନୀ ଚୀନ୍ ପଦ୍ମା ମଧ୍ୟ ଜଣେ ଡାକ୍ତର, ପୁଅ କେଡଲ ଜିନସନ୍ ରାଜା ଓ ଝିଅ କୋରୋଲିନ୍ ଦୁହେଁ ଡାକ୍ତରୀ ଛାତ୍ର । ସେମାନଙ୍କ ସହ ରହୁଥିଲେ ଜଣେ ସମ୍ପର୍କୀୟା ।
ପ୍ରଥମେ ଝିଅ ଓ ତା ପରେ ପୁଅକୁ…
Read More...
Read More...