Webportal
Browsing Category

Crime

ଜବତ ହେଲା ହରିଣ ମାଂସ, ସାତ ଗିରଫ

ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଅନ୍ତର୍ଗତ ପୋଲସାହି ରେ ବନ ବିଭାଗ ଚଢ଼ାଉ କରି ହରିଣ ମାଂସ ଜବତ କରିବା ସହ ସାତ ଜଣଙ୍କୁ ଦୋଷୀ ପାଇ ଗିରଫ କରିଛି।
Read More...

ଗିରଫ ହେଲେ ଡକାୟତ ଦଳ

ଗଂଜାମ ଧରାକୋଟ ପୋଲିସ ଦ୍ଵାରା ଛଅ ଡକାୟତ ଗିରଫ । ଦୁଇଟି ବୋମା, ଦୁଇଟି ଖଣ୍ଡା ଓ ଗୋଟିଏ ମୋଟରସାଇକେଲ ଜବତ । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନନ୍ଦିଘୋର ତୋଟା ରୁ ଗିରଫ କଲା ପୋଲିସ ।
Read More...

ଦାଦା ସାଜିଲା ପୁତୁରା ହତ୍ୟାକାରୀ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଭୂୟାଁ ସାହିରେ ଘଟିଛି ଅଭାବନୀୟ ଘଟଣା । କାଲି ପ୍ରାୟ ଦିନ ତିନି ଟା ସମୟରେ ନିଜ ପୁତୁରା କାନ୍ଦୁରୁ ଦେହୁରୀ କୁ କଟୁରୀ ରେ ହାଣି ହତ୍ୟା କରିଛି ଦାଦା ପାଉ ଦେହୁରୀ । କାନ୍ଦୁରୁ ଖାଇ ସାରିବା ପରେ ନିଜ ବାରଣ୍ଡାରେ…
Read More...

ତଥାକଥିତ ସଭ୍ୟ ସମାଜକୁ ଘୋର ଲଜ୍ୟା

ଅନୁଗୁଳ ସହରରେ ଲଜ୍ୟା । ୮ ବର୍ଷର ନାବାଳିକାଙ୍କୁ ରାତି ଅଧରେ ଉଠାଇନେଇ ଦୁଷ୍କର୍ମ କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଯାଯାବର ନାବାଳିକା ନିଜ ପରିବାର ସହ ରାସ୍ତାକଡରେ ଶୋଇଥିବା ବେଳେ କାମୁକ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି । ଘଟଣାରୁ ପ୍ରକାଶ କିଛି ଯାଯାବର ପରିବାର…
Read More...

ଦେଖାଗଲା ରାଜନୈତିକ ଶତ୍ରୁତାର ନମୁନା

ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ହୋଇଥିବା ଜଣାପଡିଛି । ଏହି ହିଂସାକାଣ୍ଡ ବେଳେ କଟୁରି ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ପୂର୍ବରୁ ସରିଥିବା ନିର୍ବାଚନ ବେଳେ ଥିବା…
Read More...

ଗୁଣିଗାରେଡି ସନ୍ଦେହରୁ ହତ୍ୟା

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗାଁ ରେ ଗତ ରାତିରେ ଦୀନବନ୍ଧୁ ମୁଣ୍ଡା ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ସାତ ଜଣ ମିଶି ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିବା ର ଅଭିଯୋଗ ହୋଇଛି ଏବଂ ପ୍ରତ୍ୟକ୍ଷ ଦର୍ଶୀ ମଧ୍ୟ ଏହା କହିଛନ୍ତି।ହତ୍ୟାକାରୀ ସମସ୍ତେ ପୋଲିସ ନିକଟରେ ଆତ୍ମସମର୍ପଣ…
Read More...

ଅହିରାଜ ଶିକାର

ଅନୁଗୋଳ ଜିଲ୍ଲା ବନ୍ତଳା ବାରଗୌଣିଆ ପାଖ ପାହାଡ଼ରେ  କାଲି  ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରାଯାଇଛି । ଅହିରାଜର ମୃତ୍ୟୁ ପରେ ତାକୁ ଆଣି ଗାଁ ମଝିରେ ରଖାଯାଇଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା। ଖବର ପାଇବା ପରେ ବନ୍ତଳା ଫରେଷ୍ଟର ଜୟନ୍ତ କୁମାର…
Read More...

ରାତିରେ ଲୁଟିନେଲେ

ଅନୁଗୁଳ ଥାନା ଅନ୍ତର୍ଗତ ଜରାସିଂହା ଗ୍ରାମର ଘନଶ୍ୟାମ ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଡକାୟତି ହୋଇଛି । ଡକାୟତ ମାନେ ଘରର ଗ୍ରୀଲ ତାଡି ଷ୍ଟିଲ ଆଲମୀରା ରୁ ଟଙ୍କା ସୁନା ଆଦି ନେଇ ନେଇ ଘର ପାଖରେ ଆଲମୀରାକୁ ପକାଇ ଦେଇ ପଳାଇଛନ୍ତି । ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କାର ସୁନା ସହ ୨…
Read More...

ଲୁଟିଲେ ଦୁର୍ବୁତ୍ତ

ଅନଗୁଳ ଜିଲ୍ଲା ଜରପଡା ନିକଟରେ ଭୁଜାଲିରେ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟ। ଶାବଳଭଙ୍ଗା ଗାଁର ଦିଗାମ୍ବର ସାହୁ ବ୍ୟାପାର ଉଦେଶ୍ୟରେ ବାଇକରେ ଯାଉଥିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଫିଛା କରି କଲେ ଆକ୍ରମଣ। ହାଣିଲେ ଦିଗାମ୍ଵରଙ୍କ ହାତ। ସେ ଅନଗୁଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…
Read More...