ଚଡା ଆଳୁ ଦର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ
ରୋଷେଇଶାଳର ମୁଖ୍ୟ ପରିବା ଉପରେ ମାହାଙ୍ଗା ମାଡ଼। ବଢୁଥିବା ଆଳୁ ଦରକୁ ନେଇ ଗ୍ରାହକ ଚିନ୍ତାରେ। ଆଳୁକୂ ନେଇ ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।ମନ୍ତ୍ରୀ ଶ୍ରୀ…
Read More...
Read More...