Webportal
Browsing Category

Breaking

ମୋଟର ସାଇକେଲ ଧକାରେ ଦୁଇ ମୃତ

ଅନୁଗୁଳ ଜିଲ୍ଲ‍ା ପୁରୁଣାକୋଟ ଥାନା କରତପଟା-ଜାମ୍ବୁବଣିଆ ନିକଟରେ ଦୁଇ ମୋଟର ସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ବ୍ୟକ୍ତି ହିଡିସିଙ୍ଗ ଗ୍ରାମର । ହିଡସିଙ୍ଗ ଗ୍ରାମର ଦିପୁ ଯାନୀ କରତପଟାରୁ ହିଡସିଂହ…
Read More...

ଆଜିପାଇଁ ବାତିଲ ହେଲା କୋଣାର୍କ ଏକ୍ସପ୍ରେସ

ଆଜି (୦୫.୦୮.୨୦୧୯) ଭୁବନେଶ୍ୱର ରୁ ଛାଡ଼ିବାକୁଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ କୁ ବାତିଲ କରି ଦିଆଯାଇଛି,କାରଣ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚି ବାକୁ ଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର ରୁ ଛାଡ଼ିବାକୁଥିବା…
Read More...

ନାଲକୋ ପ୍ଲାଣ୍ଟ ଦୁର୍ଘଟଣା ରେ ଆହତ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି ରେ ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣାରେ ଗୁରୁତର ଆହତ ଶ୍ରମିକ ମିଥୁନ ନାଥ ଙ୍କର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ତାଙ୍କର ପରିବାର ଲୋକ ଓ ଗ୍ରାମବାସୀ ଆଦିଙ୍କ ପକ୍ଷରୁ ତିରିଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରୀ ଦେବା ଦାବିରେ ମୃତ ଶରୀରକୁ ରଖି ନାଲକୋ…
Read More...

ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଅମୂଲ୍ୟ ଜୀବନ

ଅନୁଗୁଳ ଜିଲ୍ଲାର ତାଳଚେର ଥର୍ମାଲ ନିକଟସ୍ ଗୁରୁଜାଙ୍ଗଲି ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଜଣେ କୋମଳମତି ଛାତ୍ରୀ ମୃତ ଓ ଜଣେ ଗୁରୁତର ଭାବେ ଆହତ ହୋଇ ତାଳଚେର ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି।ମୃତକ ଜଣଙ୍କ ଭୁବନେଶ୍ୱର ନିବାସୀ ଓ ସରାଙ୍ଗ କଲେଜ ର ଛାତ୍ରୀ ଯାହାଙ୍କୁ ତାଙ୍କ ବନ୍ଧୁ ତାଳଚେର…
Read More...

ହାତୀ କଚାଡି ମାରିଲା ମହିଳାଙ୍କୁ

ଅନୁଗୁଳ ଜିଲ୍ଲାରେ ପୁନର୍ବାର ହାତୀ ଆକ୍ରମଣରେ ଜଣେ ମୃତ।ଆଜି ଭୋରୁ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ମଂଜୁଲତା ସାହୁ ନାମକ ଜଣେ ମହିଳା ତାଙ୍କ ଘରେ ଝାଡୁ କରୁଥିବା ସମୟରେ ହାତୀ ଟେକି କଚାଡି ମାରିଦେଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି ଓ କ୍ଷତି ପୂରଣ ଦାବିରେ ୫୫ ନମ୍ବର…
Read More...

ପୋଲିସ ସଂଘ ସଭାପତି ନିଲମ୍ବିତ

ବାଲିଆପାଳ ରେ ସ୍ଥାନୀୟ ଆଇ ଆଇ ସି ଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ ଯାହାପାଇଁ ପୋଲିସ କୁ ରାଜ୍ୟ ସାରା ସମାଲୋଚନା ର ଶିକାର ହେବାକୁ ପଡିଥିଲା। ଏହା ତାଙ୍କ ପଦ ମର୍ଯ୍ୟାଦା…
Read More...

ରାଜଧାନୀ ରେ କାର ସୋରୁମ ରେ ଡକାୟତି

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ରେ ଲୁଟ। ଜଗନ୍ନାଥ ସଡକ ସ୍ଥିତ ମହିମା ମୋଟର୍ସ ନାମକ କାର ସୋରୁମ କୁ କାର କିଣିବାକୁ ଆସିଥିବା ଗ୍ରାହକଙ୍କୁ ମାଡ ମାରି ଦୁଇ ଲକ୍ଷ ଟଙ୍କା ଲୁଟିବା ସହ ଅନ୍ୟ ଜଣେ ଗ୍ରାହକଙ୍କୁ ମଧ୍ୟ ଲୁଟିଲେ ଏବଂ ସୋରୁମ ମାଲିକଙ୍କ ବେକରୁ ସୁନା ଚେନ ଟାଣି ନେଲେ। ପାଞ୍ଚ ଜଣ…
Read More...

କୋଇଲା ଖଣି ଅଘଟଣ ପାଇଁ ନିଲମ୍ବିତ ହେଲେ ଖଣି ମ୍ୟାନେଜର

ତାଳଚେର ଭରତପୁର କୋଇଲା ଖଣିରେ ମାଟି ଧସି ଦୁର୍ଘଟଣା ଘଟଣା ରେ କାର୍ଯ୍ୟରେ ଅବହେଳା ଦୋଷ ଦେଇ ଏମ୍.ସି.ଏଲ.ର ସି.ଏମ.ଡି ଭୋଲାନାଥ ଶୁକ୍ଲା ଭରତପୁର କୋଇଲାଖଣିର ମ୍ୟାନେଜର ଭି.କେ.ସିଂହଙ୍କୁ ନିଲମ୍ବନ କଲେ । ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ର ଆରମ୍ଭ ନା ପ୍ରକୃତ ଦୋଷୀଙ୍କୁ…
Read More...

ଏସିଡ ଆକ୍ରମଣ ରେ ଯୁବକ ଗୁରୁତର

ଅନୁଗୁଳ ଜିଲ୍ଲାରେ ଏସିଡ ଦ୍ୱାରା ଆକ୍ରମଣ  । ଏସିଡ   ଆକ୍ରମଣ ରେ  ଛେଣ୍ଡିପଦା ପିପଳବାହାଳ ର କୁନା ବେହେରା ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି। । ତାଙ୍କ ମୁହଁରେ ଏସିଡ  ଦ୍ଵାରା ଆକ୍ରମଣ  ।ଖନ୍ଦାନାଳି ରୁ ବସରୁ ଓଲ୍ହାଇ ଘରକୁ ଫେରୁଥିବା ବେଳେ ଜଙ୍ଗଲ ନିକଟରେ…
Read More...