Webportal

ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ରେ ରାଜସ୍ଥାନ ର ଟିମ୍ ଚମ୍ପିୟାନ

0 152

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ମ୍ୟାଚ ଆଜି ତାଳଚେର ଏମ୍ସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଆ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ଼ ଦଳ ଗୋଆର ଚର୍ଚିଲ ବ୍ରଦର୍ସକୁ ୫-୩ ଗୋଲରେ ପରାସ୍ତ କରିଥିଲା । ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଖେଳ ସମୟ ମଧ୍ୟରେ ଉଭୟ ଉଭୟଙ୍କୁ ସମାନ 2-2 ଗୋଲରେ ଖେଳକୁ ସୀମିତ ରଖିଥିଲେ । ଏହା ପରେ ଉଭୟ ଦଳ ପେନାଲଟି ସର୍ଟ ଆଉଟରେ ଗୋଆ ଦଳ ୩ଟି ଗୋଲ କରିଥିବାବେଳେ ରାଜସ୍ଥାନ ଦଳ ୫ଟି ଗୋଲକରି ଚମ୍ପିୟାନ ହୋଇଥିଲା ।ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଭୟ ଦଳକୁ ପୁରସ୍କାର ବିତରଣ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ ସଂଘ ଏ.ଆଇ.ଏଫ. ଏଫ ସଭାପତି କଲ୍ୟାଣ ଚୋବେ ,ବରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ଏମ୍ସିଲର ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ । ଏହି ଫାଇନାଲ ମ୍ୟାଚକୁ ଦେଖିବାକୁ ଷ୍ଟାଡିୟମ ପରିସରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ମ୍ୟାଚ ଆଜି ତାଳଚେର ଏମ୍ସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଆ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ଼ ଦଳ ଗୋଆର ଚର୍ଚିଲ ବ୍ରଦର୍ସକୁ ୫-୩ ଗୋଲରେ ପରାସ୍ତ କରିଥିଲା । ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଖେଳ ସମୟ ମଧ୍ୟରେ ଉଭୟ ଉଭୟଙ୍କୁ ସମାନ 2-2 ଗୋଲରେ ଖେଳକୁ ସୀମିତ ରଖିଥିଲେ । ଏହା ପରେ ଉଭୟ ଦଳ ପେନାଲଟି ସର୍ଟ ଆଉଟରେ ଗୋଆ ଦଳ ୩ଟି ଗୋଲ କରିଥିବାବେଳେ ରାଜସ୍ଥାନ ଦଳ ୫ଟି ଗୋଲକରି ଚମ୍ପିୟାନ ହୋଇଥିଲା ।ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଭୟ ଦଳକୁ ପୁରସ୍କାର ବିତରଣ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ ସଂଘ ଏ.ଆଇ.ଏଫ. ଏଫ ସଭାପତି କଲ୍ୟାଣ ଚୋବେ ,ବରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବିଜେପିିିି ବହୁ ବରିଷ୍ଠ ନେତାଙ୍କ ସହ ଏମ୍ସିଲର ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ । ଏହି ଫାଇନାଲ ମ୍ୟାଚକୁ ଦେଖିବାକୁ ଷ୍ଟାଡିୟମ ପରିସରରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.