Webportal

ଜମିବାଡ଼ି ବିବାଦକୁ ନେଇ ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ

0 117

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ବିଭତ୍ସ ହତ୍ୟା। ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ। ମୃତକ ହେଲେ ଯୁବରାଜପୁର ଗ୍ରାମର ଝରିଆ ବାରିକ। ଝରିଆଙ୍କୁ ବାପା ସୁବାଷ ବାରିକ ଓ ପୁଅ ଅଶିତ ବାରିକ ବଜାର ଉପରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିପିପିଟି ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ସରସରା ନିକଟରୁ କାବୁ କରିଛି ପୁରୁଣାକଟକ ପୋଲିସ।

Leave A Reply

Your email address will not be published.