Webportal

ବଜ୍ରପାତରେ ମୃତ୍ୟୁ

0 214

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମରେ ଅଭାବନୀୟ ଘଟଣା। ବଜ୍ରା ଘାତରେ ଗର୍ଭବତୀ ମହିଳାଙ୍କ ମୃତ। ଗତକାଲି ଅପରାହ୍ନରେ ସାଲେଇବେଡା ଗ୍ରାମର ତୁରାଇ ଗାଗରାଇ ଙ୍କ ସ୍ତ୍ରୀ ପାର୍ବତୀ ଗାଗରାଇ ନିଜ ଘର ବାହାରୁ ଜାଳେଣି କାଠ ଆଣୁ ଥିବା ସମୟରେ ବଜ୍ରାଘାତରେ ତାଙ୍କ ମୃତ୍ୟୁ ହୋଇଥିଲା ।ତେବେ ଘଟଣା ସ୍ଥଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଠାକୁରମୁଣ୍ଡା ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.