Webportal

ନେତା ଅଫିସର ମଧ୍ୟରେ ତାଳମେଳ ଅଭାବ:ବାଚସ୍ପତି କହିଲେ ଦିନ କର୍ଫ୍ୟୁ ଲାଗୁ ଯୋଜନା ଚାଲିଛି;ଏସଆରସି କହିଲେ ଯୋଜନା ନାହିଁ

0 222

ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟର ଦଶଟି ଜିଲ୍ଲାରେ ଲାଗୁ ହେବାକୁ ଥିବା ରାତ୍ରିକାଳୀନ କର୍ଫ୍ୟୁ କେତେ ଦୂର ଫଳପ୍ରଦ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଏହି ସମୟରେ ଆଜି ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଣମାଧ୍ୟମ କୁ ଦେଇଥିବା ମନ୍ତବ୍ୟ ଯେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗିବା ଯୋଜନା ଚାଲିଛି ବିସ୍ଫୋରଣ ସୃଷ୍ଟି କରିଥିଲା।  କିନ୍ତୁ ପରେ ଏସଆରସି  ଶ୍ରୀ ମହାପାତ୍ର ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ରେ ଅଛି ଓ ଦିନ କର୍ଫ୍ୟୁ ର ଯୋଜନା ନାହିଁ କହି ଆଲୋଚନା ରେ ପୂର୍ଣଛେଦ ପକାଇଥିଲେ।ସେ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.