Webportal

ସାନି ମତଦାନ

0 328

ଆଜି ତାଳଚେର ବ୍ଲକ ଧରମପୁର ପଞ୍ଚାୟତ ଜନ୍ଦାବାହାଳ ଗାଁର ୮୫ ନ ବୁଥରେ ସାନି ମତଦାନ ହେଉଅଛି । ପୂର୍ବରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଏହିଠାରେ ମତଦାନ ହୋଇଥିଲା କିନ୍ତୁ ଭିଭିପ୍ୟାଡର ବାଲାଟ ୟୁନିଟ ରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ତାକୁ ବଦଳା ଯାଇଥିଲା କିନ୍ତୁ ନିୟମ ଅନୁସାରେ ଗୋଟିଏ ଥରରେ ସମସ୍ତ ୟୁନିଟ କୁ ବଦଳାଇବା କଥା କିନ୍ତୁ କେବଳ ବାଲାଟ ୟୁନିଟ କୁ ବଦଳା ଯାଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦେଶ ରେ ପୁଣି ଥରେ ତାଳଚେର ନିର୍ବାଚନ ମଣ୍ଡଳୀର ୮୫ ନ ବୁଥ୍ ରେ ସାନି ମତଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା । ତେଣୁ ଆଜି ଏହି ବୁଥରେ ସକାଳ ୭ ଟାରୁ ୭୬୨ ଭୋଟର ପୁଣି ନିଜର ମତ ସାବ୍ୟସ୍ତ ଦେଉଛନ୍ତି ।

Leave A Reply

Your email address will not be published.