Webportal

ଟ୍ରେନ ଓ ଷ୍ଟେସନରେ ଚାହିଦା ଅନୁଯାୟୀ କଣ୍ଟେଟ ସେବା ଯୋଗାଇବ ରେଳବାଇ

0 264

ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଟ ସେବା (ସିଓଡ଼ି) ଖୁବ ଶୀଘ୍ର ଯୋଗାଇ ଦିଆଯିବ।ଏହି ସେବା ସମସ୍ତ ପ୍ରିମୀୟମ, ଏକ୍ସପ୍ରେସ, ମେଲ ଏବଂ ସହରାଞ୍ଚଳ ଟ୍ରେନରେ ମିଳିପାରିବ।ଅଧିକ ଅନଭଡା ରାଜସ୍ବ ସଂଗ୍ରହ ଉଦ୍ଧେଶ୍ୟରେ ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ ମିଶି ରେଳବାଇ ବୋର୍ଡ ଟ୍ରେନରେ ଯାତ୍ରୀଙ୍କ ପାଇଁ ଚାହିଦା ମୁତାବକ ସେବା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ଏଥିପାଇଁ ରେଲଟେଲ ପକ୍ଷରୁ ଜି ଏଣ୍ଟରନମେଣ୍ଟ ର ଏକ ସହାୟକ କମ୍ପାନୀ ମେସର୍ସ ମାରଗୋ ନେଟୱାର୍କ କୁ ଡିଜିଟାଲ ମନୋରଞ୍ଜନ ସେବା ପ୍ରଦାନକାରୀ ଭାବେ ଚୟନ କରାଯାଇଛି।ଏହା ଟ୍ରେନ ଓ ରେଳ ଷ୍ଟେସନରେ ଚାହିଦା ମୁତ8ଏହି ସେବା ଯୋଗାଇ ଦେବ।ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଛି।ଏହି ସେବା ଭାରତୀୟ ରେଳପଥର ସମସ୍ତ ୧୭ଟି ଯୋନରେ ଉପଲବ୍ଧ ହେବ।

Leave A Reply

Your email address will not be published.