Webportal

ସାଂସଦ ପ୍ରାର୍ଥୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

0 397

କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଜାତୀୟ କଂଗ୍ରେସର ପ୍ରାର୍ଥୀ ଧରଣୀଧର ନାଏକ ଙ୍କ କାର କେନ୍ଦ୍ରାପଡ଼ା ରୁ ଫେରୁଥିବା ସମୟରେ କଟକ ପୂର୍ବରୁ ମହାନଦୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ମାଲବାହୀ ଟ୍ରକ ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, କିନ୍ତୁ ଭାଗ୍ୟ ବସତ ଏଥିରେ ଲୋକସଭା
ପ୍ରାର୍ଥୀ ନଥିଲେ. ଗାଡି ଚାଳକ ଆହତ ହୋଇଥିବା ବେଳେ
ଗାଡିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ବୋଲି ନିଜେ ଧରଣୀଧର
ନାୟକ ସମ୍ବାଦିକ ସମ୍ୱିଳିନୀ ରେ କହିଥିଲେ. ଏହା ଏକ ରାଜନୀତି ଷଡଯନ୍ତ୍ର କି ପ୍ରଶ୍ନର
ଉତ୍ତର ଦେଇ ନାୟକ କହିଲେ ଏହାର ନିରପେକ୍ଷ ତଦନ୍ତ କରିଲେ ଜଣା ପଡିବ । ଶ୍ରୀ ନାୟକ ଜଗତପୁର ଥାନାରେ ଏତଲା ଦେଇଛନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.