Webportal

ଯାଞ୍ଚ ସମୟରେ ଜନତା ଅଯଥା ହଇରାଣ

0 337

ମିଳିଥିବା କ୍ଷମତାର ଦୁରୂପଯୋଗ କିଭଳି କରାଯାଉଛି, ତାହାବି ନିଜର ପ୍ରଭାବ ଦେଖାଇବା ପାଇଁ ଆଜି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ଠାରେ ଆଜି ଅପରାହ୍ନରେ ଏକ କାର (0D 02 AK 5756) ଯୋଗେ ପରଜଙ୍ଗରୁ ତାଳଚେରର ଡେରା ର ଏକ ବ୍ୟାଙ୍କକୁ ଯାଉଥିବା ୨୫ ଲକ୍ଷ ଟଙ୍କାକୁ ଫ୍ଲାଇଙ୍ଗ ସ୍କୁଆଡ ଟିମ ଜବତ କରିଥିଲା ଏବଂ କାରରେ ବସିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ବାବଦରେ ଯେତେ ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଉକ୍ତ ଟିମ କିଛି ଶୁଣି ନଥିଲେ ଓ ଉକ୍ତ କାରକୁ ତାଳଚେର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା ଯେଉଁଠି ଆବଶ୍ୟକୀୟ ତଦନ୍ତ କରାଯିବା ପରେ ଟଙ୍କା ଡେରା ର ଏକ ବ୍ୟାଙ୍କର ବୋଲି ଜଣାପଢିଥିଲା ଏହାପରେ ସେହି କାରଟିକୁ ଛାଡି ଦିଆ ଯାଇଥିଲା l

Leave A Reply

Your email address will not be published.