Webportal

ଜୁଆଆଡ଼ା ଉପରେ ଚଢ଼ାଉ, ୧୨ ଗିରଫ

0 194

ଗୁଣୁପୁର ଏସ ପି ଗୁଡା ନିକଟରେ ବଡ଼ ଧରଣର ଜୁଆ ଆଡା ଉପରେ ଗୁଣୁପୁର ଆଦର୍ଶ ପୋଲିସ ର ଏକ ଟିମ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଚଢ଼ାଉ କରି 12 ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 1ଲକ୍ଷ 30 ହଜାର ଟଙ୍କା ,ଗୋଟିଏ କାର,9 ଟି ବାଇକ ,12 ଟି ମୋବାଇଲ ଜବତ କରିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।ଏହି ଚଢ଼ାଉ ଆଗକୁ ଜାରି ରହିବ ବୋଲି ସବ ଇନ୍ସପେକ୍ଟର ରାଜକିଶୋର ବେହେରା ଜଣାଇଛନ୍ତି।

Leave A Reply

Your email address will not be published.