Webportal

ଅଘଟଣ

0 388

 

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖମାର ଗାଁ ର ଜଣେ ବାଳକର ପୋଖରୀରେ ବୁଡି ମୃତ୍ୟୁ ହୋଇଛି।ଖବରରୁ ପ୍ରକାଶ ଯେ ,ଖମାର ଗାଁର ପ୍ରକାଶ ମହାପାତ୍ରଙ୍କ ପୁଅ ସତ୍ୟ ମହାପାତ୍ର( ୭) ଘରପାଖ ପୋଖରୀ କୁ ମା ସହ ଗାଧେଇ ଯାଇଥିବା ସମୟରେ ପୋଖରୀ ବୁଡି ଯାଇଥିଲା ଫଳରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଫଳରେ ଡାକ୍ତର ବାଳକକୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.