Webportal

ବାହାରିଲା ମତଦାନ ସଚେତନତା ରଥ

0 276

ଆଜି ଅନୁଗୁଳ ଜିଲ୍ଲାରେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବା ଉଦ୍ଧେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମତଦାତା ମାନେ ନିଜର ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ମତଦାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ।ପାଞ୍ଚଟି ସଚେତନତା ରଥ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବ୍ଲକ ମୁଖ୍ୟାଳୟ ଗୁଡିକୁ ପରିକ୍ରମା କରି ଚଳିତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଯୋଗାଇ ଦେଉଥିବା ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ।

Leave A Reply

Your email address will not be published.