Webportal

ପୂର୍ବ ଶତ୍ରୁତାରୁ ତିର ମାଡ଼

0 182

ଅନୁଗୁଳ ଜିଲ୍ଲାର ପାଲହଡା ଅଞ୍ଚଳରେ ତିର ମାଡରେ ଯମରଡ଼ିହ ଗ୍ରାମର ଗୁରୁ ଧୀବର ନାମକ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ପୂର୍ବ ଶତ୍ରୁତାରୁ ସେହି ଗ୍ରାମର ଜୁଲୁଙ୍ଗୁ ଚାତରଓ ତାର ସହଯୋଗୀ ମାନଙ୍କ ଦ୍ୱାରା ତିର ମାଡ଼ ଅଭିଯୋଗ।ପାଲହଡା ପୋଲିସ ର ତଦନ୍ତ ଆରମ୍ଭ।ସେପଟେ ଅଭିଯୁକ୍ତ ମାନେ ଫେରାର।

Leave A Reply

Your email address will not be published.