Webportal
Browsing Category

Crime

କଲୋନୀ ର ଘର ଭିତରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ

ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡ଼ିଓ କଲୋନୀର ପାଚେରି ଡେଇଁ କାର ଜାଳିଲେ ଦୁର୍ବୃତ୍ତ । ସୂଚନା ଯେ, ବିଡିଓ କଲୋନୀ ର ନଳିତେନ୍ଦୁ ବେହେରା ଙ୍କ ଭଡ଼ା ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି…
Read More...

ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

- ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଧରିଲା ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ - ଏହି ଗ୍ୟାଙ୍ଗରେ ଜଣେ ଲୁଟେରା ସହ ୩ କବାଡିଆ ଅଛନ୍ତି - ଏକ ନମ୍ବର ହାଟ ଓ ବିଭିନ୍ନ ପାର୍କର ପାର୍କିଂରୁ ବାଇକ ଚୋରି କରିବା ପରେ ଏହାର ପାର୍ଟ ଖୋଲି କବାଡ଼ିଆଙ୍କୁ ବିକ୍ରି କରୁଥିଲା ମାଷ୍ଟରମାଇଣ୍ଡ…
Read More...

ୟୁନିୟନ ବ୍ୟାଙ୍କରୁ ୪୦ ଲକ୍ଷ୍ୟ ଲୁଟ

ଜଳେଶ୍ବର ବ୍ୟାଙ୍କରୁ ବଡଧରଣର ଲୁଟ୍ ଅଭିଯୋଗ ହୋଇଛଇ। ଜଳେଶ୍ୱରର ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ୮ ଜଣ ଦୁବୃର୍ତ୍ତ ବନ୍ଧୁକ ମୁନରେ ଭୟଭୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା…
Read More...

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଗଳାକୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ…
Read More...

କମ୍ପାନୀ ନାଁରେ ବିକ୍ରି ହେଉଥିବା ନକଲି‌ ଟିଭି ଜବତ, ୨ ଗିରଫ 

ବରଗଡ଼ ସହରରେ ନକଲି ମାଲ୍‌ ବିକ୍ରି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯାହା ସତ ପ୍ରମାଣିତ ହୋଇଛି। ନକଲି ବ୍ରାଣ୍ଡେଡ୍‌ ଟିଭି ସହ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।  ଅଭିଯୁକ୍ତ ଦ୍ୱୟ ଏମ୍‌ଡି ନସିବ ଓରଫ୍‌ ନସିମ୍‌ ଓ ଏମ୍‌ଡି ଇମ୍ରାନ୍‌। ଉଭୟ ଉତ୍ତରପ୍ରଦେଶ ଗାଜିଆବାଦର…
Read More...

ରାସ୍ତା‌ ମଝିରେ ଅଟକାଇ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ

ଚୋରି, ଡକାୟତି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଆଜିକାଲି ସମୟ ପାଇଁ ଏକ ନିତିଦିନିଆ କଥା ପାଲଟିଗଲାଣି। ଏ ସଂକ୍ରାନ୍ତରେ ପୁଲିସ୍‌ର  ତତ୍ପରତା ବୃଦ୍ଧି ପାଇବା ପରେ ବି ଏସବୁକୁ ପୂରା ରୋକି ହେଉନାହିଁ। ପ୍ରତିଦିନ କିଛି ନା କିଛି ଲୋମଟାଙ୍କୁରା ଘଟଣା ଦୃଷ୍ଟିକୁ ଆସିବାରେ ଲାଗିଛି।…
Read More...

ଛେଳିକୁ ଦୁଷ୍କର୍ମ କଲା ମଣିଷ

ଗୃହପାଳିତ ଛେଳିକୁ ଦୁଷ୍କର୍ମ କରିବା ପରେ ଛେଳିଟିର ମୃତ୍ୟୁ ଘଟିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପାଶବିକତାର ସୀମା ଟପିଲା ମଣିଷ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରୁଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ…
Read More...

ସସତ୍ର ଡକାୟତି; ସିସି ଟିଭିରେ କୈଦ

ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋସି ଭଣ୍ଡାର ଦୋକାନ ରୁ ୬ ଜଣ ମୁଖାଧରି ଡକାୟତ ବନ୍ଧୁକ ଓ ମାରନାସ୍ତ୍ର ଦେଖାଇ ଲୁଟ ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି। ଗତ କାଲି ରାତି ୮ ଟା ସମୟରେ ଦୋକାନ ର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନ ରେ ବସି ଥିବା…
Read More...

ଯୁବକ ର ଖରାପ୍ ବ୍ୟବହାର ପ୍ରଦର୍ଶନ ନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ଗ୍ରାମବାସୀ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ପନ୍ଦର ଭରଣିଆ ଗ୍ରାମ ର ଜଣେ ଯୁବକ ମଦ୍ୟପାନ କରି ଗ୍ରାମର ମହିଳାଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରିବା ନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି ମହିଳା ଓ ପୁରୁଷ। ଗ୍ରାମବାସୀ ଙ୍କ ସୂଚନା ଅନୁଯାୟୀ ଗ୍ରାମରେ ଗ୍ରାମରେ…
Read More...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ରେ ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଅଦାଲତରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କ୍ଷେତା…
Read More...