ଆଠ ଜଣ ବନ୍ୟଜନ୍ତୁ ଶିକାରୀ ଗିରଫ
ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ ଗତକାଲି ୮ଜଣ ବନ୍ୟଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ । ପମ୍ପାସର ରେଞ୍ଜ ଅଧୀନରେ ଗତ କାଲି ଦିନ ସମୟରେ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଛୋଟ ମୁଣ୍ଡା ରିଜର୍ଭ ଫରେଷ୍ଟ ୩ନମ୍ବର କମ୍ପାଡେ ମେଣ୍ଟ ନିକଟରେ ଶିକାର କରୁଥିବା ସମୟରେ…
Read More...
Read More...