ସିପିପି ମେଟ୍ରିଆଲ ଗେଟ ନିକଟରେ ଦୁର୍ଘଟଣା; ଜଣେ ଗୁରୁତର
ଅନୁଗୁଳ ଜିଲ୍ଲା ନାଲକୋ ସିପିପି ମେଟ୍ରିଆଲ ଗେଟ ନିକଟରେ ଦୁର୍ଘଟଣା ଘଟି ଜଣେ ଗୁରୁତର। ଆଜି ଦିନ ପ୍ରାୟ ୧୨ସମୟ ରେ ନାଲକୋ ଥାନା ଅନ୍ତର୍ଗତ ଅମାନ୍ତ ପୁର ଗ୍ରାମ ର ପଞ୍ଚୁ ରାଉତ(୭୫) ଗାଧେଇ ଆସୁଥିବା ସମୟରେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ।ଏହି କୋଇଲା ବୋଝେଇ ଟ୍ରକଟି ତାଳଚେର ରୁ ନାଲକୋ…
Read More...
Read More...