Webportal
Browsing Category

Breaking

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର…
Read More...

ଜୁଏଲ ଓରାମଙ୍କ ପାଇଁ ଦୁଃଖର ସମୟ ; ହରାଇଲେ ପତ୍ନୀଙ୍କୁ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝୀଂଗିଆ ଓରାମଙ୍କ ପରଲୋକ। ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ପରଲୋକ। ଗତ କାଲି ରାତି 10.50 ରେ ପରଲୋକ | ମୃତ୍ୟୁ ବେଳକୁ 58 ବର୍ଷ ହୋଇଥିଲା | ଜୁଏଲ ଓରାମମଧ୍ୟ ଡେଙ୍ଗୁରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି | କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ…
Read More...

ସ୍ୱାଧୀନତା ଦିବସରେ ପୋଲିସ ପଦକ ପାଇଁ ନାଁ ଘୋଷଣା

ଏଥର ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏ ନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ ଓ ଆଉ ଦୁଇଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ…
Read More...

ମନ୍ଦିରରେ ଦଳାଚକଟା : ୭ ମୃତ, ୯ ଗୁରୁତର

ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜେହନବାଦ ଜିଲ୍ଲାରେ ଶ୍ରାବଣ ଶେଷ ସୋମବାର ଥିବାରୁ ୱାଣାବର ବାବା ଶମ୍ଭୁଶ୍ୱରନାଥ ବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଏହି ସମୟରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଫଳରେ ଦଳାଚକଟାରେ ୩…
Read More...

ପୁଣି ବଢୁଛି କୋଭିଡ: ନୂଆ ଭାରିଆଣ୍ଟ ପାଇଁ ସତର୍କ କଲା WHO

ଯଦି ଆପଣ ଭାବୁଛନ୍ତି ଯେ କୋଭିଡ୍-19 ଆଉ ଚିନ୍ତାର କାରଣ ନୁହେଁ, କିମ୍ବା ଏହାର ପ୍ରଭାବ ହ୍ରାସ ପାଇଛି, ତେବେ ଏହି ଖବର ଆପଣଙ୍କ ବିଶ୍ୱାସକୁ ବଦଳାଇଦେଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ ଗତ ସପ୍ତାହରେ 84 ଟି ଦେଶରେ ପଜିଟିଭ ହାର ବୃଦ୍ଧି ପାଉଛି। ମିଳିତ ଜାତିସଂଘର…
Read More...

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ସାଗର ମିତ୍ର

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ‘ସାଗର ମିତ୍ର’। ମାଛଧରା ବନ୍ଦର, ସାହି ଓ ବଜାରରେ ଆଜି ଘନଘନ ପ୍ରଚାର କରାଯାଉଛି। କୂଳରେ ବା ସମୁଦ୍ର ଭିତରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ମେରାଇନ୍ ଥାନା କିମ୍ୱା କୋଷ୍ଟଗାର୍ଡଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି। ବାଂଲାଦେଶୀ ଅନୁପ୍ରବେଶକୁ…
Read More...

ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି ।ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି।ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର।ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।ଖବର ପାଇଁ ଘଟଣାସ୍ଥଳରେ…
Read More...

ନାଳରେ ଭାସିଗଲେ କଲେଜ ଛାତ୍ରୀ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ ନାଳରେ ଭାସିଗଲେ କଲେଜ ଛାତ୍ରୀ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନା ଯେ, ଆଜି ଦିନ ୧ ଘଟିକା ବେଳେ କଲେଜ ରୁ ସାଇକେଲ ଯୋଗେ ସୁନାଭୁଇଁ ଗାଁ ଛାତ୍ରୀ ପ୍ରୀତି ବେହେରା ଫେରୁଥିଲେ।…
Read More...

ଅନୁଗୁଳରେ ୫୫ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ

ପୁଣି ଜୀବନ ନେଲା ୫୫ ନମ୍ବର ଜାତୀୟ ରାଜପଥ। ଅନୁଗୁଳ ସହର କରଡ଼ାଗାଡିଆ ଛକ ନିକଟରେ ଅଜଣା ଗାଡ଼ି ଧକ୍କା ରେ ବୃଦ୍ଧ ମୃତ। ମୃତକ ହେଲେ କରଡ଼ା ଗାଡିଆ କାଶୀନାଥ ତୁଙ୍ଗ । ସକାଳୁ ଠାକୁରଙ୍କ ପାଇଁ ଫୁଲ ତୋଳି ସାଇକେଲ ରେ ରାସ୍ତା ରେ ଘରକୁ ଫେରୁଥିବା ବେଳେ ମାଡ଼ି ଗଲା ଗାଡ଼ି, ଘଟଣା ଘଟାଇ ଗାଡ଼ି…
Read More...

ଚଡା ଆଳୁ ଦର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ରୋଷେଇଶାଳର ମୁଖ୍ୟ ପରିବା ଉପରେ ମାହାଙ୍ଗା ମାଡ଼। ବଢୁଥିବା ଆଳୁ ଦରକୁ ନେଇ ଗ୍ରାହକ ଚିନ୍ତାରେ। ଆଳୁକୂ ନେଇ ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।ମନ୍ତ୍ରୀ ଶ୍ରୀ…
Read More...